Browsing Tag

sulochana das

ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର(କେନ୍ୟୁଜ୍): ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ତାଙ୍କ ସହ ସମସ୍ତ କର୍ପୋରେଟର ଶପଥ ପାଠ କରିଛନ୍ତି । ଭୁବନେଶ୍ୱରକୁ ଏକ ନମ୍ବର କରାଇବା ଲକ୍ଷ୍ୟ ରହିଛି । ରାଜଧାନୀବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବୁ ବୋଲି କହିଛନ୍ତି ସୁଲୋଚନା ଦାସ । ଅନ୍ୟପଟେ କିଏ ହେବେ…

ଭୁବନେଶ୍ୱରକୁ ମିଳିଲା ପ୍ରଥମ ମହିଳା ମେୟର, ୬୧ ହଜାରରୁ ଅଧିକ ଖଣ୍ଡ ଭୋଟରେ ଜିତିଲେ ବିଜେଡିର ସୁଲୋଚନା ଦାସ

ଭୁବନେଶ୍ୱର(କେ ନ୍ୟୁଜ):  ଭୁବନେଶ୍ୱର ମେୟର ପଦ ଜିତିଲେ ବିଜେଡିର ସୁଲୋଚନା ଦାସ । ୬୧ ହଜାରରୁ ଅଧିକ ଖଣ୍ଡ ଭୋଟରେ ବିଜୟୀ ହେଲେ ସୁଲୋଚନା ଦାସ । ନିଜ ନିକଟତମ ପ୍ରତିଦ୍ବନ୍ଦୀ ସୁନୀତି ମୁଣ୍ଡଙ୍କ ଠାରୁ ୬୧, ୦୬୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଯେବେକି କଂଗ୍ରେସର ମଧୁସ୍ମିତାଙ୍କୁ…