Below header

ପୁରୀ ଗଜପତିଙ୍କ ସୁନିଆ ଉତ୍ସବ, ଓଡ଼ିଆଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିବସ

ପୁରୀ(କେନ୍ଯୁଜ୍) : ଗଜପତିଙ୍କ ଶ୍ରୀନହରରେ ପାଳିତ ହୋଇଛି ସୁନିଆ ଉତ୍ସବ । ଏହି ଦିନଠାରୁ ଗଜପତିଙ୍କ ବର୍ଷ ଗଣନାର ଶୁଭାରମ୍ଭ ହେବାର ପରମ୍ପରା ରହିଛି । ଗତକାଲିଠାରୁ ନୂତନ ଅଙ୍କ ପ୍ରଚଳନ ହେବା ସହ ନୂତନ ମୁଦ୍ରା ମଧ୍ୟ ପ୍ରଚଳିତ ହୋଇଛି । ଏହି ଅବସରରେ ଗଜପତିଙ୍କ ଶ୍ରୀନହରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା ।

raja2 ଗଜପତି ପାରମ୍ପରିକ ବେଷଭୂଷାରେ ସିଂହାସନ ଆରୋହଣ କରିଥିଲେ । ରାଜପ୍ରସାଦରେ ଇଷ୍ଟଦେବୀମାନଙ୍କୁ ପଜାର୍ଚ୍ଚନା ସହ ଗଜପତିଙ୍କୁ ସୁନିଆ ଭେଟି ପ୍ରଦାନ କରାଯାଇଥିଲା । ଏବେ ରାଜତନ୍ତ୍ର ନଥିଲେ ମଧ୍ୟ ଗଜପତିଙ୍କ ନୂତନ ଅଙ୍କର ପ୍ରଚଳନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.