Below header

କଟକ ରାଜପରିବାର ବୀଭତ୍ସ ହତ୍ୟା ମାମଲା: ଆଜି ଗିରଫ ଅଭିଯୁକ୍ତକୁ କରାଯିବ କୋର୍ଟ ଚାଲାଣ

କଟକ (କେନ୍ଯୁଜ୍): କଟକ ରାଜପରିବାର ବୀଭତ୍ସ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେବଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୦୨ ଅନୁସାରେ ମାମଲା ରୁଜୁ ହୋଇଛି ।

ଏଥିସହ ହତ୍ୟାରେ ବ୍ୟବହୃତ ମାରାଣାସ୍ତ୍ର ଜବତ ହୋଇଛି । ଗତକାଲି ମା ତଥା କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ତାଙ୍କ ପୁଅ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୂର୍ବ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.