ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଥରେ ଉଡ଼ିଲା ଡ୍ରୋନ୍, ବେଢ଼ା ଭିତରର ଫଟୋ ଭାଇରାଲ

ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଡ୍ରୋନ୍ ଚିତ୍ର ।  ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଥରେ ଉଡ଼ିଲା ଡ୍ରୋନ୍ । ସୋସିଆଲ ମିଡିଆରେ ଶ୍ରୀମନ୍ଦିର ବେଢ଼ା ଫଟୋ ଭାଇରାଲ ହୋଇଛି ।

ପୁରୀ(କେନ୍ୟୁଜ) : ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଡ୍ରୋନ୍ ଚିତ୍ର । ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଥରେ ଉଡ଼ିଲା ଡ୍ରୋନ୍ । ସୋସିଆଲ ମିଡିଆରେ ଶ୍ରୀମନ୍ଦିର ବେଢ଼ା ଫଟୋ ଭାଇରାଲ ହୋଇଛି । ଭାଇରାଲ ପରେ ସିଂହଦ୍ବାର ଥାନାରେ ମାମଲା ରୁଜୁ କରାଯାଇଛି । ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡିଓ ଅପଲୋଡ୍ କରାଯାଇଛି । ଏକ ଘରୋଇ ଡ୍ରୋନ୍ ମାଧ୍ୟମରେ ହୋଇଛି ଚିତ୍ର ଉତ୍ତୋଳନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.