Below header

ଅଲୋଡା ହେଲା ଶିଶୁ ପୁତ୍ର, ଚାରି ଦିନର ଛୁଆକୁ ମେଡିକାଲ ବାଥରୁମରେ ଛାଡି ମା’ ଫେରାର

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡରେ ଥିବା ଏକ ଘରୋଇ ମେଡିକାଲରେ ଚାରି ଦିନର ଛୁଆକୁ ବାଥରୁମରେ ଛାଡି ମା' ଫେରାର। ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ।

ବ୍ରହ୍ମପୁର (କେନ୍ୟୁଜ): ଅଲୋଡା ହେଲା ଶିଶୁ ପୁତ୍ର । ଚାରିଦିନର ପୁଅକୁ ଘରୋଇ ମେଡିକାଲର ବାଥରୁମରେ ଛାଡି ମା ଫେରାର । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡରେ ଥିବା ଏକ ଘରୋଇ ମେଡିକାଲରେ ଏହି ଘଟଣା ଦେଖିବାକୁ ମିଳିଛି । ପୋଲିସ ସହାୟତାରେ ସମ୍ପୃକ୍ତ ଘରୋଇ ମେଡିକାଲର ବାଥରୁମରୁ ଚାଇଲଡ ଲାଇନ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.