Below header
Browsing Tag

baby boy

ମେଡିକାଲରୁ ନବଜାତ ଶିଶୁ ଚୋରି, ଜୀବନ ହାରିବାକୁ ଚେତାବନୀ ଦେଲେ ପରିବାର ଲୋକେ

ବାଲେଶ୍ଵର : ବଡ ଡାକ୍ତରଖାନାରେ ବଡ଼ ଅବହେଳା । ମେଡିକାଲ ବେଡରୁ ୭ ଦିନର ଶିଶୁପୁତ୍ର ଚୋରି । ଚୋରି ହୋଇଥିବା ଶିଶୁପୁତ୍ରର ପରିବାର ପକ୍ଷରୁ ମେଡିକାଲ ଫାଣ୍ଡି ଆଗରେ ପାଟିତୁଣ୍ଡ । ଶିଶୁପୁତ୍ରକୁ ଫେରାଇବା ପାଇଁ ପରିବାର ପକ୍ଷରୁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ୨୪ ଘଣ୍ଟାର ମହଲତ । ଶିଶୁ ପୁତ୍ର ନ…

ବାପା ହେଲେ ବିକ୍ରାନ୍ତ ମେସୀ, ଶିଶୁପୁତ୍ରକୁ ଜନ୍ମ ଦେଲେ ପତ୍ନୀ ଶୀତଲ

ବିକ୍ରାନ୍ତ ମେସିଙ୍କ ଘରକୁ ଆସିଲେ କୁନି ଅତିଥି । ବିକ୍ରାନ୍ତଙ୍କ ପତ୍ନୀ ଶୀତଲ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ବିକ୍ରାନ୍ତ ଏବଂ ପତ୍ନୀ ଶୀତଲ ଠାକୁର ମିଶି ଏକ ପୋଷ୍ଟ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଦୁହେଁ ଇନଷ୍ଟାଗ୍ରାମେର ଏକ କମ୍ବାଇଣ୍ଡ ପୋଷ୍ଟ ସେୟାର କରି ପୁଅ ଜନ୍ମ ହୋଇଥିବା…

ଶିଶୁପୁତ୍ରକୁ ଜନ୍ମ ଦେଲେ ଇଲିଆନା, ଫ୍ୟାନ୍ସଙ୍କ ସହିତ ସେୟାର କଲେ ନାଁ ଓ ଫଟୋ

ମା’ ହେଲେ ଇଲିଆନା ଡିକ୍ରୁଜ । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଇଲିଆନା । ଆଉ ଜନ୍ମ ହେବା ପରେ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ପୁଅର ନାଁ ମଧ୍ୟ କ’ଣ ରଖିଛନ୍ତି, ତାହା ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ବିନା ବିବାହରେ ମା’ ହୋଇ ଅନେକ ଚର୍ଚ୍ଚା ସାଉଁଟିଥିଲେ…

ବିବାହର ୬ ବର୍ଷ ପରେ ଶିଶୁପୁତ୍ରକୁ ଜନ୍ମ ଦେଲେ ଈଶିତା, ପିଲା ଓ ମା’ ଉଭୟରେ ସୁସ୍ଥ ଥିବା ସୂଚନା

ଦ୍ରିଶ୍ୟମ ଅଭିନେତ୍ରୀ ଈଶିତା ଦତ୍ତା ମା’ ହୋଇଛନ୍ତି । ବିବାହର ୬ ବର୍ଷ ପରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମା’ ଏବଂ ପିଲା ଉଭୟେ ସୁସ୍ଥ ରହିଛନ୍ତି । ଈଶିତା ଏବଂ ବତ୍ସଲଙ୍କୁ ବଲିଉଡରୁ ଅନେକ ଶୁଭେଚ୍ଛା ମିଳିଛି । ଗତ କିଛିଦିନ ହେଲାଣି ଈଶିତା ଦତ୍ତା ନିଜ ଗର୍ଭବତୀ ହେବାର ଫଟୋ ଏବଂ…

ସନା ଓ ଅନସ୍‌ ହେଲେ ମା’, ବାପା, ଘରକୁ ଆସିଲା ଶିଶୁପୁତ୍ର; ଇନ୍‌ଷ୍ଟାରେ ଭିନ୍ନ ଢଙ୍ଗରେ ଖୁସି ଖବର ସେୟାର କଲେ ଦମ୍ପତି

ଅଭିନୟଠୁ ଦୂରେଇ ଯାଇଥିବା ସନା ଖାନ ଓ ଅନସ୍‌ ସୈୟଦ ମା’, ବାପା ହୋଇଛନ୍ତି। ସନା ଖାନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏ ବିଷୟରେ ସନା ନିଜେ ନିଜର ଇନ୍‌ଷ୍ଟାଗ୍ରାମରୁ ପୋଷ୍ଟ୍‍ ସେୟାର କରି ଏହି ଖୁସି ଖବର ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି। ସେ ବହୁତ ରୋଚକ ଢଙ୍ଗରେ ଶିଶୁପୁତ୍ର ଜନ୍ମ…

ମା’ ହେଲେ ଦୀପିକା କକ୍କର, ଶିଶୁ ପୁତ୍ରକୁ ଦେଲେ ଜନ୍ମ

ଟିଭି ଅଭିନେତ୍ରୀ ତଥା ବିଗବସ୍ ବିଜେତା ଦୀପିକା କକ୍କର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ବାହାଘରର ୫ ବର୍ଷ ପରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋସିଆଲ ମିଡିଆରେ ଦୀପିକା ଏବଂ ଶୋଏବ ଏହି ସୂଚନା ଦେଇଛନ୍ତି । ଦୀପିକାଙ୍କର ସମୟ ପୂର୍ବରୁ ପିଲା ହୋଇଥିବା ବେଳେ ଉଭୟ ମା’ ଏବଂ…

ଅଲୋଡା ହେଲା ଶିଶୁ ପୁତ୍ର, ଚାରି ଦିନର ଛୁଆକୁ ମେଡିକାଲ ବାଥରୁମରେ ଛାଡି ମା’ ଫେରାର

ବ୍ରହ୍ମପୁର (କେନ୍ୟୁଜ): ଅଲୋଡା ହେଲା ଶିଶୁ ପୁତ୍ର । ଚାରିଦିନର ପୁଅକୁ ଘରୋଇ ମେଡିକାଲର ବାଥରୁମରେ ଛାଡି ମା ଫେରାର । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡରେ ଥିବା ଏକ ଘରୋଇ ମେଡିକାଲରେ ଏହି ଘଟଣା ଦେଖିବାକୁ ମିଳିଛି । ପୋଲିସ ସହାୟତାରେ ସମ୍ପୃକ୍ତ ଘରୋଇ ମେଡିକାଲର ବାଥରୁମରୁ…