Below header

୩ ଦିନରେ ବଦଳିବ ବାଲେଶ୍ବର ଷ୍ଟେସନର ନାଁ, ସୂଚନା ଦେଲେ ରେଳମନ୍ତ୍ରୀ

ବାଲେଶ୍ବର ଷ୍ଟେସନ ନାଁ ହେବ ସଂଶୋଧନ। ଏବେ ବାଲାଶ୍ବର ନୁହେଁ ବାଲେଶ୍ବର । ୩ ଦିନ ମଧ୍ୟରେ ନା ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବର ଷ୍ଟେସନ ନାଁ ହେବ ସଂଶୋଧନ । ଏବେ ବାଲାଶ୍ବର ନୁହେଁ ବାଲେଶ୍ବର । ୩ ଦିନ ମଧ୍ୟରେ ନା ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ର ରେଳ ମନ୍ତ୍ରୀ ଏମପି ଲ୍ୟାଡ଼ରୁ ଏକ ALS ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି  । ବାହାନଗା ଦୁର୍ଘଟଣା ବେଳେ ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.