ବଦଳିଲା ପାଗ, ଖସିଲା ପାରଦ। ସ୍ଵଭାବିକ ହେଲା ତାପମାତ୍ରା

ବଦଳିଲା ପାଗ, ଖସିଲା ପାରଦ। ସ୍ଵଭାବିକ ହେଲା ତାପମାତ୍ରା । ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ କିନ୍ତୁ ଶୀତ ଅନୁଭବ ହେବ ନାହିଁ । ଗୁରୁଚାପ ବଳୟ ପ୍ରଭାବ ରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ତାହାର ପ୍ରଭାବରେ ଉପକୂଳ ଓଡ଼ିଶା ରେ କୋହଲା ପାଗ। ଆଜି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ) : ବଦଳିଲା ପାଗ, ଖସିଲା ପାରଦ। ସ୍ଵଭାବିକ ହେଲା ତାପମାତ୍ରା । ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ କିନ୍ତୁ ଶୀତ ଅନୁଭବ ହେବ ନାହିଁ । ଗୁରୁଚାପ ବଳୟ ପ୍ରଭାବ ରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ତାହାର ପ୍ରଭାବରେ ଉପକୂଳ ଓଡ଼ିଶା ରେ କୋହଲା ପାଗ । ଆଜି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ବିଶେଷ କରି ଦକ୍ଷିଣ ଓଡ଼ିଶା ଗଞ୍ଜାମ, ଗଜପତି, କନ୍ଧମାଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୦ ତାରିଖରୁ ମେଘୁଆ ପାଗ ଲାଗି ରହିବ । ୧୧ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ପାର୍ଶ୍ବବର୍ତ୍ତି ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.