କିଟ୍‌ ବିଶ୍ୱବିଦ୍ୟାଳୟରେ ତୃତୀୟ ଭାରତୀୟ ଆଇନ କର୍ମଶାଳା, ଦରଦାମ ବୃଦ୍ଧି ନିୟନ୍ତ୍ରଣ ନେଇ ହେଲା ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍):   କିଟ୍‌ ବିଶ୍ୱବିଦ୍ୟାଳୟରେ ତୃତୀୟ ଭାରତୀୟ ଆଇନ କର୍ମଶାଳା। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କମ୍ପିଟିସନ୍‌ କମିଶନ ଅଫ୍‌ ଇଣ୍ଡିଆର ଡାଇରେକ୍ଟର ଇକୋନୋମିକ୍ସ ଡକ୍ଟର ବିଦ୍ୟାଧର ମାଝୀ, କମ୍ପିଟିସନ୍‌ କମିଶନ ଅଫ୍‌ ଇଣ୍ଡିଆରର ଡେପୁଟୀ ଡାଇରେକ୍ଟର ଅର୍ପନ ଶର୍ମା। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କିଟ୍‌ ଆଇନ ସ୍କୁଲର ନିର୍ଦ୍ଦେଶକ ପ୍ରଫେସର ଏସ୍‌. ସି. ରାଇନା, କିଟ୍‌ ଆଇନ ସ୍କୁଲ ଅଧ୍ୟକ୍ଷ ପ୍ରଫେସର ପି. ସି. ମିଶ୍ର। ଆଇନ ସମସ୍ୟା ପରିସ୍ଥିତି ଉପରେ ଆଧାରିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଦରଦାମ ବୃଦ୍ଧିକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତାଉପରେ ବି କର୍ମଶାଳାରେ ଆଲୋଚନା କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.