କାରକୁ ଧକ୍କା ଦେଇ ଓଲଟିଲା ଟ୍ରକ୍, ୪ ଆହତ

କୋରାପୁଟରେ କାରକୁ ଧକ୍କା ଦେବା ପରେ ଓଲଟିଲା ଟ୍ରକ୍, ୪ ଆହତ । କୋରାପୁଟରେ ୨୬ ନମ୍ବର ଜାତୀୟ ରାଜପଥରେ କୁଣ୍ଡା ବୋଝେଇ ଟ୍ରକ ଏକ କାର୍ କୁ ଧକ୍କା ଦେବା ପରେ ଓଲଟି ପଡ଼ିଛି ।

କୋରାପୁଟରେ କାରକୁ ଧକ୍କା ଦେବା ପରେ ଓଲଟିଲା ଟ୍ରକ୍, ୪ ଆହତ । କୋରାପୁଟରେ ୨୬ ନମ୍ବର ଜାତୀୟ ରାଜପଥରେ କୁଣ୍ଡା ବୋଝେଇ ଟ୍ରକ ଏକ କାର୍ କୁ ଧକ୍କା ଦେବା ପରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ କାର୍ ରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । କୋରାପୁଟ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.