Below header

ଚାଉଳିଆଗଞ୍ଜରେ ମାଟି ତଳେ ପଶିଗଲା ଟ୍ରକ, ଯାତାୟତ ସମ୍ପୂର୍ଣ୍ଣ ବନ୍ଦ

ରାସ୍ତାଫାଟି ମାଟି ତଳେ ପଶିଗଲା ଟ୍ରକ। ରାସ୍ତାଫାଟି ମାଟି ତଳେ ପଶିଗଲା ଏକ ସିମେଣ୍ଟ ବୋଝେଇ ଟ୍ରକ। କଟକ ଜିଲ୍ଲା ଚାଉଳିଆଗଞ୍ଜ ନୀଳାଦ୍ରିବିହାର ରାସ୍ତା ରେ ଅଘଟଣ ।

କଟକ (କେନ୍ୟୁଜ): ରାସ୍ତାଫାଟି ମାଟି ତଳେ ପଶିଗଲା ଟ୍ରକ । ରାସ୍ତାଫାଟି ମାଟି ତଳେ ପଶିଗଲା ଏକ ସିମେଣ୍ଟ ବୋଝେଇ ଟ୍ରକ । କଟକ ଜିଲ୍ଲା ଚାଉଳିଆଗଞ୍ଜ ନୀଳାଦ୍ରିବିହାର ରାସ୍ତା ରେ ଅଘଟଣ । ରାସ୍ତା ଫାଟି ଏକ ବଡ଼ ଖାଲରେ ପଶିଗଲା ଏକ ସିମେଣ୍ଟ ବୋଝେଇ ଟ୍ରକ । ଫଳରେ ସେଠାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ଫାଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.