କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗ୍ରସ୍ତକୁ ବିରୋଧ, ଅଣ୍ଡା ମାଡ଼ ସହ କାଳିମାଡ଼ କଲା ଯୁବ ଓ ଛାତ୍ର କଂଗ୍ରେସ

ଭୁବନେଶ୍ୱର (କେନ୍ୟୁଜ): କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସର ବିରୋଧ। ଅଜୟ ମିଶ୍ରାଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କର୍ମୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ଉତ୍ତରପ୍ରଦେଶ ଖେରୀରେ ଚାଷୀଙ୍କୁ ଗାଡି ଚଢାଇବା ପ୍ରତିବାଦରେ କଳା ପତାକା ଦେଖାଇ କଂଗ୍ରେସ କର୍ମୀଙ୍କ ପ୍ରତିବାଦ। ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି। ଅଣ୍ଡାମାଡ଼ ସହ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ କାଳିମାଡ଼ କରାଯାଇଛି। ରାଜ୍ୟକୁ ଯେଉଁ କେନ୍ଦ୍ରମନ୍ତ୍ରୀ ଆସିବେ ତାଙ୍କୁ ଏଭଳି ବିରୋଦ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.