Below header

ବାହାନଗା ସ୍କୁଲ୍‌ରେ ହେବ ଶୁଦ୍ଧିକରଣ, ପିଲାମାନେ ଭୟ ନକରିବା ପାଇଁ ଗାଁ ଲୋକେ ନେଲେ ନିଷ୍ପତ୍ତି

ଦୁର୍ଘଟଣାସ୍ଥଳ ନିକଟରେ ଥିବା ବାହାନଗା ସ୍କୁଲ ପାଲଟିଥିଲା ଶବାଗାର । ମୃତ ବ୍ୟକ୍ତିଙ୍କ ମର ଶରୀର ସ୍କୁଲରେ ରଖାଯାଇଥିଲା । ଏବେ ସେହି ସ୍ଥାନକୁ ଶୁଦ୍ଧୀକରଣ କରିବା ପାଇଁ ଗାଁଲୋକ ନିଷ୍ପତ୍ତି ନେଇଛନ୍ତି ।

ବାଲେଶ୍ୱର (କେନ୍ୟୁଜ୍): ବାହାନଗା ସ୍କୁଲ୍‌ରେ ହେବ ଶୁଦ୍ଧିକରଣ । ଦୁର୍ଘଟଣାସ୍ଥଳ ନିକଟରେ ଥିବା ବାହାନଗା ସ୍କୁଲ ପାଲଟିଥିଲା ଶବାଗାର । ମୃତ ବ୍ୟକ୍ତିଙ୍କ ମର ଶରୀର ସ୍କୁଲରେ ରଖାଯାଇଥିଲା । ଏବେ ସେହି ସ୍ଥାନକୁ ଶୁଦ୍ଧିକରଣ କରିବା ପାଇଁ ଗାଁଲୋକ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଜଣେ ସାଧୁଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍କୁଲ ଖୋଲିବା ପରେ ପିଲାମାନେ ଯେପରି ଭୟ ନକରନ୍ତି ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.