Below header

ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର, ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ଵାଟର୍ସରୁ କଲେ ଚୋରି

ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ବାଟର୍ସରୁ ଚୋରି । ସିସିଟିଭିରେ ଚୋରିର ଦୃଶ୍ୟ କଏଦ୍ । ମଞ୍ଚେଶ୍ବର ରେଲୱେ କଲୋନୀ B 15/2 କ୍ବାଟର୍ସରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମାଲିକ ରଞ୍ଜନ କୁମାର ସିଂଙ୍କ ଘରୁ ସୁନା ମୁଦି ଓ ୨୮ ହଜାର ଟଙ୍କା ଚୋରି ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ୍) : ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ବାଟର୍ସରୁ ଚୋରି । ସିସିଟିଭିରେ ଚୋରିର ଦୃଶ୍ୟ କଏଦ୍ । ମଞ୍ଚେଶ୍ବର ରେଲୱେ କଲୋନୀ B 15/2 କ୍ବାଟର୍ସରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମାଲିକ ରଞ୍ଜନ କୁମାର ସିଂଙ୍କ ଘରୁ ସୁନା ମୁଦି ଓ ୨୮ ହଜାର ଟଙ୍କା ଚୋରି ହୋଇଛି । ଏନେଇ ଘର ମାଲିକ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.