Below header
Browsing Tag

thief caught

ଯାତ୍ରୀଙ୍କ ପାଖରେ ଯାଇ ଶୋଇପଡୁଥିଲା, ସୁଯୋଗ ଦେଇ ଚୋରି କରି ଚମ୍ପଟ ମାରୁଥିଲା

ମଥୁରା : ସୋସିଆଲ ମିଡିଆରେ ଚୋରର ଚୋରି ଭିଡିଓ ଅନେକ ଦେଖିଥିବେ । ଚୋର କିପରି ଭାବେ ଦୋକାନରେ, ଘରେ କିମ୍ବା ଆଉ କେଉଁ ସ୍ଥାନରେ ଚୁପ୍‌ ଚାପ୍‌ ପଶି ଚୋରି କରିଥାଏ । କିନ୍ତୁ ଆଜି ଯେଉଁ ଭିଡିଓ ସାମ୍ନାକୁ ଆସିଛି ଦେଖିଲେ କହିବେ ଚୋରର କି ବୁଦ୍ଧି । ତେବେ ସୂଚନା ମୁତାବକ,  ଗତ କିଛି ଦିନ…

ପାଣି ପାଇପ୍ ଚାବି ଚୋରି କରିବାକୁ ଆସି ବନ୍ଧା ହେଲେ ଦୁଇ ଚୋର

ନୀଳଗିରି(କେନ୍ୟୁଜ) :  ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ପଣ୍ଡିତସାହି ଗାଁ କୁ ଗାଁ ବିଛା ଯାଇଥିବା ପାଣି ପାଇପ୍ ଚାବି ଚୋରି କରିବାକୁ ଆସି ବନ୍ଧା ହେଲେ ଦୁଇ ଚୋର । ସୂଚନା ଅନୁଯାୟୀ ବିଳମ୍ୱିତ ରାତିରେ ଦୁଇ ଚୋର ସାଇକେଲ ଖରାପ ହେବା କହି ସ୍ଥାନୀୟ ଜଣକ ଘରକୁ ଯାଇ ଦାଆ ମାଗିଥିଲେ । ପରେ…

ସ୍କୁଟି ଚୋରି କରି ଖସି ପଳାଉଥିବା ସମୟରେ ଧରିଲେ ପବ୍ଲିକ୍, ନିର୍ଦ୍ଧୁମ ଛେଚିଲେ

ଭୁବନେଶ୍ୱର(କେନ୍ୟୁଜ): ଏଜି ଛକରୁ ମାଷ୍ଟର କ୍ୟାଣ୍ଟିନ୍ । ବାଇକ ଚୋର ପଛେ ପଛେ ପବ୍ଲିକ । ରବିବାର ରାତି ପ୍ରାୟ ଦଶଟା ବେଳର ଏଇ ଘଟଣା । ତେବେ ପିଛା କରି କରି ସିଧା ମାଷ୍ଟର କ୍ୟାଣ୍ଟିନ୍ ରେଳ ଷ୍ଟେସନ ସମ୍ମୁଖରେ ଅତର୍କିତ ଭାବେ ଆଠ ରୁ ଦଶ ଯୁବକ ବାଇକ ଯୋଗେ ସେଠାରେ ଆସି ପହଁଚିଗଲେ । ଆଉ…

ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର, ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ଵାଟର୍ସରୁ କଲେ ଚୋରି

ଭୁବନେଶ୍ୱର(କେନ୍ୟୁଜ୍) : ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ବାଟର୍ସରୁ ଚୋରି । ସିସିଟିଭିରେ ଚୋରିର ଦୃଶ୍ୟ କଏଦ୍ । ମଞ୍ଚେଶ୍ବର ରେଲୱେ କଲୋନୀ B 15/2 କ୍ବାଟର୍ସରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମାଲିକ ରଞ୍ଜନ କୁମାର ସିଂଙ୍କ ଘରୁ ସୁନା…

ଦୁର୍ଘଟଣା ଧରାଇଦେଲା ଚୋର, ୪ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଗାଡ଼ି ଚୋରି କରି ପଳାଉଥିବା ବେଳେ ଦୁର୍ଘଟଣା ଯୋଗୁଁ ଧରା ପଡ଼ିଲେ ଚୋର। ୪ ଚୋରଙ୍କୁ ଗିରଫ କରିବା ସହ ଦୁଇ ପିକ୍ ଅପ ଗାଡ଼ି ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି କଣ୍ଟାବାଞ୍ଜି ଥାନା ପୋଲିସ। ଗତକାଲି କଣ୍ଟାବାଞ୍ଜିର ବ୍ୟବସାୟୀ ଅଶୋକ ଅଗ୍ରୱାଲଙ୍କ ଗୋଦାମରୁ ଦୁଇଟି ବୋଲେରୋ ପିକଅପ ଭ୍ୟାନ ସହ…

କ୍ଯାମେରାରେ କଏଦ ହେଲା ଗାଡି ଚୋରର କାରନାମା, ସେନ୍ସର କାମ କରୁଛି କି ନାହିଁ ଜାଣିବା ପାଇଁ କରୁଥିଲା ପାଗଳର ଅଭିନୟ

ସାଲେପୁର(କେନ୍ଯୁଜ୍): ଧରାପଡିଲା ଡ୍ୟାନ୍ସିଂ ଚୋର। ଟାର୍ଗେଟ କରୁଥିଲା ବଡ ଗାଡି । ଗାଡିର ସେନ୍ସର କାମ କରୁଛି କି ନାହିଁ ଜାଣିବାକୁ କରୁଥିଲା ପାଗଳର ଅଭିନୟ। ଆଉ ବାରମ୍ବାର ଗାଡିକୁ ଛୁଇଁ ଡେଇଁବାକୁ ଲାଗୁଥିଲା । ଆଉ ସୁଯୋଗ ପାଇ ଗାଡି ଲୁଟ୍ କରିବାକୁ ତୟାର ଥିଲା । ଯେଉଁ ଚେରରର ସବୁ ଚାଲାଖି…

ଟଙ୍କା ଭର୍ତ୍ତି ବ୍ଯାଗ୍ ନେଇ ଛୁ ମାରୁଥିବାବେଳେ ଧରାପଡିଗଲା ଚୋର, ନିର୍ଦ୍ଧୁମ ଛେଚିବା ପରେ ପୋଲିସ୍ ଜିମା ଦେଲେ…

ବାସୁଦେବପୁର: କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଯେତେ ଚତୁରତାର ସହ ସେ ଚୋରି କରୁଥାଉ ନା କାହିଁକି, କେତେବେଳେ ତ ନିଶ୍ଚିନ୍ତ ଧରାପଡିଥାଏ ତାର କଳା କାରନାମା । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନା ଆଗରେ ଥିବା ପରିବା ବଜାର…

ଚୋରି କରିବାକୁ ଘରେ ପଶି ଥିବାବେଳେ ଚୋରକୁ କାବୁ କଲେ ଲୋକେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗାଁରେ ଚୋରି କରିବାକୁ ଘରେ ପଶି ଥିବାବେଳେ କାବୁ କଲେ ସ୍ଥାନୀୟ ଲୋକେ । ପରେ ପୋଲିସକୁ କଲେ ହସ୍ତାନ୍ତର । କମାରଯୋଡ଼ା ଅଂଚଳରେ କ୍ରମାଗତ ଭାବେ ଗାଡିରୁ ବ୍ଯାଟେରୀ , ତେଲ, ଓ ଘରୁ ବିଭିନ୍ନ ଜିନିଷ ପତ୍ର ଚୋରି ହେଉଥିଲା ।…

ଚୋରି କରି ଫେରାର୍ ହୋଇଗଲେ ଯୁବକ, ୪୦ ମିନିଟ୍ ଭିତରେ ପୋଲିସ ହାତରେ ଧରାପଡ଼ିଲେ

କୋଲକାତାର ନ୍ୟୁ ଅଲ୍ଲିପୁରରେ ଜଣେ ସେଲ୍ସ ଏକ୍ସିକ୍ୟୁଟିଭଙ୍କ ଘରୁ ଦୁଇଟି ଦାମୀ ମୋବାଇଲ୍ ଫୋନ୍ ଏବଂ ନଗଦ ଅର୍ଥ ଚୋରି କରିବା ପରେ ଚୋର କେବଳ ଏକ ଚପଲ ଛାଡ଼ି ପଳାଇଥିଲା। ଆଉ ଯଦ୍ଦ୍ବାରା ସେ ଘଟଣାର ମାତ୍ର ୪୦ ମିନିଟ୍ ପରେ ପୋଲିସ ହାତରେ ଧରାପଡ଼ିଥିଲା। ଘଟଣାଟି ଘଟିଥିଲା ଅଲ୍ଲିପୁରର ଅରିନ୍ଦମ…