Below header

ରାୟଗଡା: ହୋଲି ହେଲା ଅଭିଶାପ, ଗାଧୋଇବା ବେଳେ ଭାସିଯାଇ ୩ ମୃତ, ଜଣେ ନିଖୋଜ

ରାୟଗଡା(କେନ୍ୟୁଜ୍):ହୋଲିରେ ଅଘଟଣ । ରାୟଗଡ଼ା ଜିଲ୍ଲାରେ ଗାଧୋଇବା ବେଳେ ଡ୍ୟାମରେ ବୁଡ଼ିଗଲେ ଚାରି ଜଣ । ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିସାରିଛି ସେମାନେ ହେଲେ ସୁରେଶ ଚୌଧୁରୀ, ଅଭିଶେକ କୁମାର ଓ ବରୁଣ ଆଚାରୀ ।ଏମାନଙ୍କୁ ଉଦ୍ଧାର କରି ସ୍ଥନୀୟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ। ପଦ୍ମପୁର ନିକଟ ଡ୍ୟାମରେ ହୋଲି ଖେଳ ପରେ ଗାଧୋଇବା ବେଳେ ଏହି ଅଘଟଣ ହୋଇଥିଲା । ନିଖୋଜଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.