ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ତିନି ବର୍ଷ: ରୀମାଙ୍କ ଶରୀରରୁ କ୍ଷତ ଚିହ୍ନ ଲିଭିଛି ସତ କିନ୍ତୁ ମନରେ କ୍ଷତ ଏବେ ବି ରହିଛି ତାଜା

ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପୂରିଛି ତିନି ବର୍ଷ । ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣେ ନବ ବିବାହିତ ସୌମ୍ୟ ଶେଖର ଆଉ ଜଣେ ତାଙ୍କ ଜେଜେ ମାଆ। ଆହତ ହୋଇଥିଲେ ନବବଧୁ ରୀମାରାଣୀ ।

ତିନି ବର୍ଷ ପରେ ରୀମାଙ୍କ ଶରୀରରୁ କ୍ଷତ ଚିହ୍ନ ଲିଭିଛି ସତ କିନ୍ତୁ ମନରେ କ୍ଷତ ଏବେ ବି ତାଜା ରହିଛି । ତିନି ବର୍ଷ ପରେ କିପରି ରହିଛି ସେହି ପରିବାର ପରିବାରର ସ୍ଥିତି ? ଏନେଇ ପାଟଣାଗଡର କ୍ଷତିଗସ୍ତ ପରିବାର ସଦସ୍ୟଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବଲାଙ୍ଗିର ବ୍ୟୁରୋ ହେଡ୍‌ ଚିତ୍ତରଂଜନ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.