Below header

୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ, ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF

STF କବ୍ଜାରେ ବାଘଛାଲ ବେପାରୀ । ୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ । ଜଣେ ବେପାରୀକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF ।

କଳାହାଣ୍ଡି(କେନ୍ୟୁଜ୍): STF କବ୍ଜାରେ ବାଘଛାଲ ବେପାରୀ । ୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ । ଜଣେ ବେପାରୀକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF ।

କଳାହାଣ୍ଡି ଜିଲ୍ଲା ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ସିରିପାଲି ଛକରେ ସାଧା ପୋଷାକରେ ଚଢାଉ କରିଥିଲା STF । ବାଘ ଓ ହରିଣ ଛାଲ ଜବତ କରିବା ସହ ବେପାରୀ ଖଗେଶ୍ୱର ପୁଟେକୁ ମାଡିବସିଥିଲା । ଖଗେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.