Below header

ମାହାଙ୍ଗାରେ ବାଘ ଆତଙ୍କ

କଟକ ଜିଲ୍ଲା ମାହାଙ୍ଗା ଥାନା ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ ମୂଳବସନ୍ତ ପଂଚାୟତରେ ବାଘ ଆତଙ୍କ l ଶନିବାର ରାତିରେ ସ୍ଥାନୀୟ ହଂସଦିଆ ଗାଁ’ମୁଣ୍ଡରେ ଲୋକେ ଏହି ବାଘଟିକୁ ଦେଖିବାକୁ ପାଇଥିଲେ l ଖବର ପ୍ରଚାରିତ ହେବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି l ବଇରି ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଖୋଜା ଖୋଜି ଆରଂଭ କରିଛି ଓ ଫାଙ୍କା ଗୁଳି ଚାଳନା କରି ଲୋକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି l ତେବେ ପାଦ ଚିହ୍ନରୁ ଏହା କୌଣସି ହେଟା ବାଘର ବୋଲି ବନବିଭାଗ ଅନୁମାନ କରି ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.