ଡିଲ୍‌ ବେଳେ ମାଡିବସିଲେ: ଜବତ ହେଲା ବାଘ ନଖ, ଦାନ୍ତ ଓ ହାଡ଼, ୨ ଗିରଫ

କରଞ୍ଜିଆ((କେନ୍ୟୁଜ୍): ଡିଲ୍‌ ବେଳେ ମାଡିବସିଲେ। ଜବତ ହେଲା ବାଘ ନଖ, ଦାନ୍ତ ଓ ହାଡ଼। ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ବନାଞ୍ଚଳ ଯଶିପୁର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରୁ ବାଘ ଛାଲ ଡିଲ୍‌ ବେଳେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ, କେନ୍ଦୁଝର ବନଖଣ୍ଡ ଓ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.