ଦେବଗଡ଼ରୁ ୭ ଫୁଟିଆ ବାଘ ଛାଲ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ STF

ଦେବଗଡ଼(କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ କବ୍‌ଜାରେ ପୁଣି ବାଘ ଛାଲ ରାକେଟ୍‌। ଦେବଗଡ଼ରୁ ୭ ଫୁଟିଆ ଛାଲ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ STF। ରାକେଟର ୩ଜଣଙ୍କୁ ଗିରଫ କରାଯାଇଛି। ଏହି ବାଘ ଛାଲକୁ ରାଉରକେଲାରେ ବିକ୍ରି ପାଇଁ ଯୋଜନା ଚାଲିଥିବା STF ଏସ୍‌ପି ରାହୁଲ PR ସୂଚନା ଦେଇଛନ୍ତି। ପୂର୍ବରୁ କୁଚିଣ୍ଡାରୁ ୪ଟି ବାଘ ଛାଲ ସହ ୪ ଜଣଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.