ମାତିଛି କଲରାପତିରିଆ ବାଘ, ଖାଉଛି ଗୋଟା ଗୋଟା ଛେଳି

ମାତିଛି କଲରାପତିରିଆ ବାଘ। ୭ଟି ଛେଳିକୁ ମାରି ଖାଇଲା । ଅଞ୍ଚଳବାସୀ ଆତଙ୍କିତ । ରେଢ଼ାଖୋଲ ବନଖଣ୍ଡ ଗିରିଶଚନ୍ଦ୍ରପୁର ରେଞ୍ଜ ଖୋଲଗଡ ସଂରକ୍ଷିତ ଜଙ୍ଗଳର ମଙ୍ଗଳପୁର ଗାଁ ନିକଟରେ ୭ ଟି ଛେଳିକୁ ଏକ କଲରାପତରିଆ ବାଘ ମାରି ଖାଇଥିବା ଜଣାପଡିଛି ।

ରେଢ଼ାଖୋଲ (କେନ୍ୟୁଜ): ମାତିଛି କଲରାପତିରିଆ ବାଘ। ୭ଟି ଛେଳିକୁ ମାରି ଖାଇଲା । ଅଞ୍ଚଳବାସୀ ଆତଙ୍କିତ । ରେଢ଼ାଖୋଲ ବନଖଣ୍ଡ ଗିରିଶଚନ୍ଦ୍ରପୁର ରେଞ୍ଜ ଖୋଲଗଡ ସଂରକ୍ଷିତ ଜଙ୍ଗଳର ମଙ୍ଗଳପୁର ଗାଁ ନିକଟରେ ୭ ଟି ଛେଳିକୁ ଏକ କଲରାପତରିଆ ବାଘ ମାରି ଖାଇଥିବା ଜଣାପଡିଛି ।

ମଙ୍ଗଳପୁର ଗାଁର ଯୋଗେଶ ଲାକ୍ରା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ହେଲେ ସନ୍ଧ୍ୟରେ ଘରକୁ ଫେରିଲାବେଳେ ଛେଳି ଗୋଠରେ ୭ ଟି ଛେଳି ଆସିନଥିଲେ। ସକାଳେ ଜଙ୍ଗଲ ଭିତରେ ଛେଳିକୁ ଏକ କଳରାପତରିଆ ବାଘ ଖାଉଥିବା ଯୋଗେଶ ଦେଖିବାକୁ ପାଇଥିଲେ । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.