Below header

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସେସ୍‌(ମେନ୍‌) ପରୀକ୍ଷାର ସମୟ ସୂଚୀ, ଜାଣନ୍ତୁ କେବେ ହେବ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସେସ୍‌(ମେନ୍‌) ପରୀକ୍ଷାର   ସମୟ ସୂଚୀ। ୨୦୧୯ ପାଇଁ ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଏହି ସୂଚୀ ପ୍ରକାଶ କରିଛି। ଏହି ପରୀକ୍ଷା ଡିସେମ୍ବର ମାସରେ ଅନୁଷ୍ଠିତ ହେବ ।

 

notification 1

ମୁଖ୍ୟ ପରୀକ୍ଷା ଦୁଇଟି ସିଟିଂରେ ଯଥା ସକାଳ ୯ଟାରୁ ମଧ୍ୟାହ୍ନ ୧୨ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରକାଶ ଥାଉକି, ଦିବ୍ୟାଙ୍ଗ(ପିଡବ୍ଲୁୃୃଡି) ପ୍ରାର୍ଥୀଙ୍କୁ ପ୍ରତ୍ୟେକ ସିଟିଂରେ ଏକ ଘଣ୍ଟା ଅତିରିକ୍ତ ସମୟ ଦିଆଯିବ। ଏମାନଙ୍କ ପାଇଁ ସକାଳ ୯ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.