ଆଜି ପବିତ୍ର ଚିତାଲାଗି ଅମାବାସ୍ୟା: ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି ହେବେ

ପୁରୀ: ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି ହେବେ । ରଥଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିରୁ ପ୍ରଭୁଙ୍କ ମସ୍ତକରୁ ଏହି ରତ୍ନ ଖଚିତ ଚିତା ସ୍ମାନପୂର୍ଣ୍ଣିମା ଦିନ କାଢ଼ି ନିଆଯିବାର ପରମ୍ପରା ରହିଛି । ଆଜି ଚିତାଲାଗି ଅମାବାସ୍ୟାରେ ପୁଣି ମହାପ୍ରଭୁଙ୍କ ମସ୍ତକରେ ଏହାକୁ ଲଗାଇ ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.