Below header

ଆଜି ବିଶ୍ୱ ରେଡ଼ିଓ ଦିବସ: ପୁରୀ ବେଳାଭୂମିରେ ବାଲୁକା କଳାରେ ରେଡ଼ିଓର ଉଦ୍ଭାବକ ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ବିଶ୍ୱ ରେଡ଼ିଓ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶିତ ହେଉଛି । ରେଡ଼ିଓର ଉଦ୍ଭାବକ ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରେଡ଼ିଓ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l

ରେଡ଼ିଓ ପୃଥିବୀର ସବୁଠୁ ବଡ ଓ ପୁରାତନ ଗଣମାଧ୍ୟମ ହୋଇଥିବାରୁ ଏହି ଦିବସ ପାଳନର ଗୁରୁତ୍ୱ ରହିଥିବା ସୁଦର୍ଶନ କହିଛନ୍ତିl

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.