ଆଜି ଚତୁର୍ଥ ଦିନରେ ନଟବର ବେଶରେ ଦର୍ଶନ ଦେବେ ପ୍ରଭୁ ଅଲାରନାଥ

ବ୍ରହ୍ମଗିରି(କେନ୍ଯୁଜ୍): ଆଜି ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନର ଚତୁର୍ଥ ଦିନ । ପ୍ରଭୁ ନଟବର ବେଶରେ ଦର୍ଶନ ଦେବେ ଅଲାରନାଥ। ଏହି ବେଶ ବର୍ଷକୁ ଥରେ ହୋଇଥାଏ । ବଡ ଏକାଦଶୀ ବ୍ରତ ପାଳନ କରୁଥିବା ଭକ୍ତଙ୍କ ପାଇଁ ପ୍ରଭୁ ଏହି ବେଶ ହୋଇଥାନ୍ତି ।

ପ୍ରତିବର୍ଷ ମହାପ୍ରଭୁଙ୍କ ନଟବର ବେଶ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥାଏ । ହେଲେ ଚଳିତବର୍ଷ କୋଭିଡ କଟକଣା ଯୋଗୁ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.