ଏବେବି ସଂପୂର୍ଣ୍ଣ କମିନି କରୋନା: ବାଲୁକା କଳାରେ ସମସ୍ତଙ୍କୁ ଟିକା ନେବା ପାଇଁ ଅନୁରୋଧ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ଯୁଜ୍): ଏବେବି ସଂପୂର୍ଣ୍ଣ କମିନି କରୋନା ମହାମାରୀର ପ୍ରକୋପ। ତେଣୁ ସମସ୍ତେ ସଚେତନ ହୋଇ ସମସ୍ତ କଟକଣାକୁ ମାନିବା ପାଇଁ ବାଲୁକାକଳା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରି ସମସ୍ତଙ୍କୁ ଟିକା ନେବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ମାସ୍କ, ସାନିଟାଇଜର ବ୍ୟବହାର ଓ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି। ସମସ୍ତେ ସଚେତନ ହେଲେ ଏହି ମହାମାରୀର ମୁକାବିଲା କରିପାରିବା ବୋଲି ବାର୍ତ୍ତା ଦେଇଛ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.