Below header

ରଥଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦା ସହର, ଆଜି ବାମନ ପର୍ଶୁରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ବାରିପଦା(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦା ସହର। ଦକ୍ଷିଣମୋଡ ନେଇଛି ରଥ । ବାରିପଦାରେ ଗତକାଲି ନୃସିଂହ, ବରାହ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ୩ ଠାକୁର । ଆଡପ ମଣ୍ଡପରେ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ମାଉସୀମା ମନ୍ଦିରରେ ନାହିଁନଥିବା ଭିଡ । ଆଜି ବାମନ ପର୍ଶୁରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଗୁଣ୍ଡିଚା ଘରେ ୫ଦିନ ଧରି ବିଭିନ୍ନ ଦର୍ଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ତିନି ଠାକୁର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.