Below header

ଉଦଘାଟିତ ହୋଇଛି ଟ୍ରାଫିକ ସଚେତନତା ରଥ, ଟ୍ରାଫିକ ଡିସିପି ସାଗରିକା ନାଥ ପତାକା ଦେଖାଇ କଲେ ଉଦଘାଟନ

ଭୁବନେଶ୍ୱର (କେନ୍ୟୁଜ୍) : ଉଦଘାଟିତ ହୋଇଛି ଟ୍ରାଫିକ ସଚେତନତା ରଥ । ଭୁବନେଶ୍ୱର ଟ୍ରାଫିକ ଡିସିପି ସାଗରିକା ନାଥ ପତାକା ଦେଖାଇ ଏହାକୁ ଉଦଘାଟନ କରିଛନ୍ତି । ଏହି ରଥ ବିଭିନ୍ନ ଅଞ୍ଚଳ ବୁଲି ଟ୍ରିଫିକ ନିୟମ ସମ୍ପର୍କରେ ସଚେତନର ବାର୍ତ୍ତା ବାଣ୍ଟିବ । ୧୦ ଦିନ ଏହା ସହରର ବିଭିନ୍ନ ଅଞ୍ଚଳ ବୁଲିବ । ବର୍ତ୍ତମାନ ନୂଆ ଟ୍ରାଫିକ ନିୟମ ନେଇ ଜନସାଧାରଣଙ୍କୁ ସଚେତନ କରାଯାଉଛି । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଛକରେ ଚାଲିଛି ଟ୍ରାଫିକ୍ ସଚେତନତା କାଯ୍ୟର୍କ୍ରମ । ଗାଡି ଚାଳକଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସଚେତନ କରାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.