ବିଭିନ୍ନ ଦାବିରେ ପଞ୍ଚାୟତ ଅଫିସ ଘେରିଲେ ଆଦିବାସୀ ଚେତନା ସଂଗଠନ

ମୈାଳିକ ଅଧିକାର ପାଇଁ ତୁମୁସିଙ୍ଗା ପଞ୍ଚାୟତ ଅଫିସ ଘେରିଲା ଆଦିବାସୀ ଚେତନା ସଂଗଠନ । ତୁମୁସିଙ୍ଗା ପଞ୍ଚାୟତର ମହୁଲଡଗର ଗ୍ରାମର ଶତାଧିକ ମହିଳା ପୁରୁଷ ବିଭିନ୍ନ ଦାବିରେ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ଅଫିସ ଆଗରେ ପହଞ୍ଚଥିଲେ ।

କାମାକ୍ଷାନଗର(କେନ୍ୟୁଜ୍‌): ମୈାଳିକ ଅଧିକାର ପାଇଁ ତୁମୁସିଙ୍ଗା ପଞ୍ଚାୟତ ଅଫିସ ଘେରିଲା ଆଦିବାସୀ ଚେତନା ସଂଗଠନ । ତୁମୁସିଙ୍ଗା ପଞ୍ଚାୟତର ମହୁଲଡଗର ଗ୍ରାମର ଶତାଧିକ ମହିଳା ପୁରୁଷ ବିଭିନ୍ନ ଦାବିରେ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ଅଫିସ ଆଗରେ ପହଞ୍ଚଥିଲେ । ପରେ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.