Below header

 ଆଦିବାସୀଙ୍କ ଲାଗି ସ୍ବତନ୍ତ୍ର ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ ଆନ୍ଦୋଳନ,ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରିଲେ ସଶନ୍ତ୍ର ଆଦିବାସୀ

ବଲାଙ୍ଗିର(କେନ୍ୟୁଜ୍):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ସକାଶେ ସଂରକ୍ଷିତ ସରପଞ୍ଚ ପଦବୀ ଏବଂ ବ୍ଲକ ଚେୟାରମ୍ୟାନ ପଦବୀ ଗୁଡିକୁ ଉଛେଦ କରିଦେଇଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ । ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ ବଲାଙ୍ଗିର ଜ଼ିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବ ଆଦିବାସୀ ସଂଘ ।

balangir

ବଲାଙ୍ଗିର ସମ୍ବଲପୁର ରାସ୍ତା, ବଲାଙ୍ଗିର-ଟିଟିଲାଗଡ ରାସ୍ତା , ବଲାଙ୍ଗିର-ପାଟଣା ଗଡ ରାସ୍ତାରୁ ଶୋଭାଯାତ୍ରାରେ ବାହାରି ଶକ୍ତି ଦେଖାଇଛନ୍ତି ଆଦିବାସୀ । ଏପରି କି ଜିଲ୍ଲାପାଳ ଅଫିସ ଆଗରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । କିଛି ସମମୟର ଉତ୍ତେଜନା ପରେ ସ୍ଥିତି କୁ ନିୟନ୍ତ୍ରଣ କରିଥିଲା ପୋଲିସ । ଦାବୀ ପୁରଣ ନହେଲେ ପୁଣୀ ଆନ୍ଦୋଲନ ର ଚେତାବନୀ ଦେଇଛନ୍ତି ଆଦୀବାସୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.