କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ଏକ ହାରଭେଷ୍ଟର ବୋଝେଇ ଟ୍ରକକୁ ୫ ଲକ୍ଷ ୯୦ ହଜାର ଟଙ୍କା ଜରିମାନା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ଜିଏସଟି ଫାଙ୍କିବା ଅଭିଯୋଗ । ଏକ ହାରଭେଷ୍ଟର ବୋଝେଇ ଟ୍ରକରୁ ୫ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

ସୋନପୁର ଠାରୁ ଆନ୍ଧ୍ରପ୍ରଦେଶ ରାଜ ମହେନ୍ଦ୍ରୀ ଅଭିମୁଖେ ଯାଉଥିବା ଏକ କମ୍ବାଇନ ହାରଭେଷ୍ଟର ବୋଝେଇ ଟ୍ରକ ଠାରୁ ୫ ଲକ୍ଷ ୯୦ ହଜାର ଟଙ୍କା ଆଦାୟ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.