Below header

ରାଜଧାନୀରେ ବିନା ଟ୍ୟାକ୍ସ ଓ ଲାଇନ୍ସେସ୍‌ରେ ଗାଡି ଚଳାଇବା ପଡିଲା ମହଙ୍ଗା: ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍‌

ଭୁବନେଶ୍ବର(କେନ୍ୟୁଜ୍‌): ଟ୍ରକକୁ ୨ ଲକ୍ଷ ଫାଇନ୍‌। ରାଜଧାନୀରେ ବିନା ଟ୍ୟାକ୍ସ ଓ ଲାଇନ୍ସେସ୍‌ରେ ଗାଡି ଚଳାଇବା ପଡିଲା ମହଙ୍ଗା। ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍‌ କାଟିଲା ପରିବହନ ବିଭାଗ।

ଟାକ୍ସ ବାବଦକୁ ୨ଲକ୍ଷ ୨୮ହଜାର ଓ ବିନା ଲାଇସେନ୍‌ସରେ ୧୦ ହଜାର , ପଲ୍ୟୁସନ ପାଇଁ ୧୦ହଜାର ଓ ଅନ୍ୟାନ୍ୟ ଫାଇନ୍‌କୁ ମିଶାଇ ମୋଟ ୨ଲକ୍ଷ ୬୩ହଜାର ୫୦୦ଟଙ୍କ ଜବତ କରାଯାଇଛି। ଗତକାଲି ଟେକିଂ ବେଳେ ଟ୍ରକକୁ ଜବତ କରିଥିଲା RTO-2।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.