ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍‌ , ଅନେକ ଯାତ୍ରୀ ଗୁରୁତର

ତାରାତାରିଣୀ ପୀଠ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଟୁରିଷ୍ଟ ବସ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଟୁରିଷ୍ଟ ବସ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଓଲଟି ପଡ଼ିଛି ବସ୍‌ । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହାତ ହୋଇଥିବା ବେଳେ କିଛି ଯାତ୍ରୀ ଗୁରୁତର ହୋଇଛନ୍ତି । ଏନେଇ ଅଗ୍ନିଶମ, ପୋଲିସ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବ୍ରହ୍ମପୁର (କେନ୍ୟୁଜ୍‌) : ତାରାତାରିଣୀ ପୀଠ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଟୁରିଷ୍ଟ ବସ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଟୁରିଷ୍ଟ ବସ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଓଲଟି ପଡ଼ିଛି ବସ୍‌ । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହାତ ହୋଇଥିବା ବେଳେ କିଛି ଯାତ୍ରୀ ଗୁରୁତର ହୋଇଛନ୍ତି ।

ଏନେଇ ଅଗ୍ନିଶମ, ପୋଲିସ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ତାରାତାରିଣୀ ପୀଠ ଦର୍ଶନ କରି ଫେରୁଥିଲେ ଯାତ୍ରୀମାନେ ହେଲେ ହଠାତ୍‌ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ଘଟିଗଲା ବଡ଼ ଦୁର୍ଘଟଣା । ବସରେ ଥିବା ମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଯାତ୍ରୀମାନେ ଭଦ୍ରକ ଜିଲ୍ଲାର ହୋଇଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.