Below header

ୟୁକ୍ରେନରେ ଫସି ରହିଛନ୍ତି ଝାରସୁଗୁଡାର ୨୦ ଛାତ୍ରଛାତ୍ରୀ, ଭାରତକୁ ଫେରାଇ ଆଣିବାର ବ୍ଯବସ୍ଥା କରାଯାଉ ବୋଲି ଅଭିଭାକମାନେ ଦାବି କରିଛନ୍ତି

ଝାରସୁଗୁଡା (କେନ୍ୟୁଜ): ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବନ୍ଧବାହାଲ ଅଞ୍ଚଳର ୨୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେଠାରେ ଥିବା ଛାତ୍ରଛାତ୍ରୀମାନେ ଅତି ଭାୟଭିତ ଥିବାବାବେଳେ ଶୀଘ୍ର ସେମନଙ୍କୁ ନିଜ ଦେଶ ଭାରତକୁ ଫେରାଇ ଆଣିବାର ବ୍ଯବସ୍ଥା କରାଯାଉବୋଲି ଅଭିଭାକମାନେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.