Below header

ଭାରସାମ୍ୟ ହରାଇ ପିଟି ହେଲା ଦୁଇ ବାଇକ, ୨ ମୃତ, ଜଣେ ଗୁରୁତର

ନୂଆପଡ଼ା ଜିଲ୍ଲା କୋମନା ଥାନା ଲର୍କି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପାଣିପମ୍ପରେ ହେଲା ଦୁଇ ବାଇକ। ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଜଳପାଙ୍କେଳ ଓ ଚାଉଳବାଞ୍ଜି ଗାଁର ବୋଲି ଜଣାପଡ଼ିଛି।

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲା କୋମନା ଥାନା ଲର୍କି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପାଣିପମ୍ପରେ ହେଲା ଦୁଇ ବାଇକ। ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଜଳପାଙ୍କେଳ ଓ ଚାଉଳବାଞ୍ଜି ଗାଁର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଗୋଟିଏ ବାଇକରେ ଏହି ୩ ଯୁବକ ଦ୍ରୁତଗତିରେ ଆସି ଲର୍କି ଗାଁ ପାଖରେ ରାସ୍ତା କଡ଼ରେ ଥିବା ପମ୍ପ ହାଉସରେ ପିଟି ହୋଇଥିଲେ।
ଫଳରେ ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି l ଗୁରୁତର ଆହତ ଜଣକୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ଖବର ପାଇ ଦମକଳ ବାହିନୀ, ଆମ୍ବୁଲାନସ୍ ଓ କୋମନା ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.