ଓଡିଶାରେ ୨ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ, ଉଭୟ ବିଦେଶ ଫେରନ୍ତା

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରେ ପଶିଲା ଓମିକ୍ରନ୍‌।  ପ୍ରଥମ ଥର ପାଇଁ ଓଡ଼ିଶାରୁ ୨ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଉଭୟ ବିଦେଶ ଫେରନ୍ତା।

ଜଣେ ନାଇଜେରିଆରୁ ଓ ଜଣେ କତାରରୁ ଫେରିଥିବା ଜଣାପଡିଛି।  ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ଏନେଇ ସୂଚନା ମିଳିଛି। ଜଣଙ୍କ ଘର କଟକ ଓ ଅନ୍ୟ ଜଣଙ୍କ ଘର ଖୋର୍ଦ୍ଧାରେ। ଜିନମ୍‌ ସିକ୍ୱେନ୍ସିଂରୁ ଚିହ୍ନଟ ହୋଇଛି ଓମିକ୍ରନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.