Below header

ରାଉରକେଲା ଉଦିତ୍‌ନଗରରୁ ଦୁଇ ନାବାଳିକା ନିଖୋଜ

ରାଉରକେଲା: ଏକ ସଙ୍ଗେ ଦୁଇ ନାବାଳିକା ନିଖୋଜ। ରାଉରକେଲା ଉଦିତ୍‌ନଗର ଥାନା ଅଂଚଳରେ ଏହି ଘଟଣା ଘଟିଛି। ବିରଜାପଲିର ୧୧ ବର୍ଷ ଝିଅ ରିୟା ସାଗର ଓ ୮ ବର୍ଷର ଝିଅ ପ୍ରିତି ସୁନା ଗତକାଲି ସଂଧ୍ୟାରେ ଏକାଠି ଖେଳୁଥିଲେ। କିନ୍ତୁ ପରେ ଆଉ ଘରକୁ ଫେରିନଥିଲେ। ଉଭୟ ପରିବାର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଖୋଜାଖୋଜି ଜାରି ରଖିଛି। ଦୁଇ ନାବାଳିକା ଏକ ସଙ୍ଗରେ ନିଖୋଜ ହୋଇଥିବାରୁ କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.