Below header

ଜଗତସିଂହପୁର ଆଳିପିଙ୍ଗଳ ରାସ୍ତାରୁ ଦୁଇଟି ବେଆଇନ ବାଲି ବୋଝେଇ ହାଇଓ୍ଵା ଜବତ, କଟାଗଲା ମୋଟ୍‌ ୬୧ ହଜାର ଜରିମାନା

ଜଗତସିଂହପୁର: ଜଗତସିଂହପୁର ଆଳିପିଙ୍ଗଳ ରାସ୍ତାରୁ ଦୁଇଟି ବେଆଇନ ବାଲି ବୋଝେଇ ହାଇଓ୍ଵା ଜବତ । ଜଗତସିଂହପୁର ପୋଲିସର ହାଇଓ୍ଵା ଜବତ କରିବା ସହ ୩୦ ହଜାର ୫ ଶହ ଲେଖାଏଁ ମୋଟ୍‌ ୬୧ ହଜାର ଜରିମାନା କଟାଯାଇଛି ।

ଏହି ରାସ୍ତାରେ ମୋଟର ଯାନ ଚଳାଚଳ ଉପରେ କଟକଣା ଲାଗିଥିବା ବେଳେ ହାଇଓ୍ଵା ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.