Below header

ରାଉରକେଲା: ୨ ନାବାଳିକାଙ୍କ ଅପହରଣ ମାମଲା, ଧାରଣାରେ ବସିଲେ ବସ୍ତି ବାସିନ୍ଦାଙ୍କ ସହ ପୂର୍ବତନ ବିଧାୟକ ଜର୍ଜ ତିର୍କୀ

ରାଉରକେଲା(କେନ୍ୟୁଜ୍): ଦୁଇ ଜଣ ନାବାଳିକା ଅପହରଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ଘେରିଲେ ବସ୍ତି ବାସିନ୍ଦା। ବସ୍ତି ବାସିନ୍ଦାଙ୍କ ସହ ଥାନା ଆଗରେ ଧାରଣାରେ ବସିଥିଲେ ବୀରମିତ୍ରରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଓ ଶତାଧିକ କଂଗ୍ରେସ କର୍ମୀ। ମାସେ ତଳେ ନାଲା ରୋଡ୍‌ ଅଞ୍ଚଳରୁ ଜଣେ ନାବାଳିକୁ ତାର ଟ୍ୟୁସନ ସାର ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ତିନି ମାସ ତଳେ ମାଲଗୋଦାମ ଅଂଚଳରେ ଜଣେ ଯୁବକ ପଡୋଶୀ ଘର ନାବାଳିକୁ ନେଇ ପଳାଇ ଯାଇଥିଲା। ଏ ଘଟଣାରେ ପରିବାର ଲୋକେ, ଅପହରଣ ଅଭିଯୋଗ ଆଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.