ରାଜଧାନୀରେ ଚାଞ୍ଚଲ୍ୟ : ନାବାଳିକାକୁ ଅପହରଣ ପରେ ଅସଦାଚରଣ ଅଭିଯୋଗ
ଭୁବନେଶ୍ୱର : ରାଜଧାନୀରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ । ଲିଙ୍ଗରାଜ ଥାନା ନିକଟ ବସ୍ତି ଅଞ୍ଚଳରେ ଅଭିଯୋଗ ହୋଇଛି । ନାବାଳିକା ଜଣକ ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ବୈଶିଷ୍ଟ୍ୟ ନଗର ହନୁମାନ ମନ୍ଦିର ନିକଟରୁ କ୍ଷତାକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛନ୍ତି । ତାଙ୍କୁ…