Below header

ଭଦ୍ରକ: ସ୍କୁଲ ଯିବାବେଳେ ନାବାଳିକାକୁ ଅପହରଣ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ । କାଦବରାଙ୍ଗ ଠାରେ ନାବାଳିକାକୁ ସ୍କୁଲ ଯିବା ରାସ୍ତାରେ ନିଶା ଦେଇ ତାଙ୍କ ବାନ୍ଧବୀ ଅପହରଣ କରିଥିବା ଅଭିଯୋଗ ହୋଇଛି । ଅପହୃତ ନାବାଳିକାକୁ ଆଗରପଡ଼ା କଲେଜ ନିକଟ ଟିକିରା ଶାଳନ୍ଦି ନଦୀକୂଳ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଏହାପରେ ଚିକିତ୍ସା ପାଇଁ ପ୍ରଥମେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଆଗରପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.