Below header

ଥମିବାର ନାଁ ନେଉନି ଲଜ୍ଜା, ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ, ପୁଣି ଦୁର୍ବବ୍ୟବହାରକାରୀ ଜଣେ ବିବାହିତ ଓ ଅନ୍ୟ ଜଣେ ନାବାଳକ

ଗଞ୍ଜାମ (କେନ୍ୟୁଜ୍) : ଥମିବାର ନାଁ ନେଉନି ଲଜ୍ଜା। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା ଆଲୋଡ଼ନ ସୃଷ୍ଟିକରିଛି। ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ବିବାହିତ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଓ ଅନ୍ୟ ଏକ ଘଟଣାରେ ଜଣେ ନାବାଳକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛ। ଏନେଇ ପାଟପୁର ଥାନାରେ ଅଭିଯୋଗ ଅଭିଯୋଗ ହେବା ପରେ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଯାଇଛି। ଏସଂକ୍ରାନ୍ତରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.