ଜଗତସିଂହପୁର ଆଳିପିଙ୍ଗଳ ଜେଲରୁ ୨ କରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜେଲରୁ ୨ କରୋନା ପଜିଟିଭ ଚିହ୍ନଟ । କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜେଲ କର୍ତ୍ତୃପକ୍ଷ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେଲ ସାନିଟାଇଜ କରିବା ସହ ପଜିଟିଭଙ୍କୁ ଅଲଗା ହୋମ ଆଇସୋଲେସନରେ ରଖାଯାଇଛି । ପ୍ରଶାସନ ଓ ଜେଲ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବରୁ ମଧ୍ୟ ୩ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.