ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ ଘଟଣା : ଏଯାଏଁ ମିଳିନି ପତ୍ତା

ମହାନଦୀରେ ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କ ଏଯାଏଁ ପତ୍ତା ମିଳିନି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜିବାକୁ ଉଦ୍ୟମ ଜାରି ରହିଛି । କଟକ ନରାଜ ନିକଟ ମହାନଦୀରେ ଘଟିଛି ଏହି ଅଘଟଣ ।

କଟକ (କେନ୍ୟୁଜ): ମହାନଦୀରେ ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କ ଏଯାଏଁ ପତ୍ତା ମିଳିନି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜିବାକୁ ଉଦ୍ୟମ ଜାରି ରହିଛି । କଟକ ନରାଜ ନିକଟ ମହାନଦୀରେ ଘଟିଛି ଏହି ଅଘଟଣ ।

ନିଖୋଜ ଦୁଇଜଣ ଷ୍ଟୁଆର୍ଟ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଆଠ ଜଣ ଛାତ୍ର ଆସିଥିବା ବେଳେ ଗାଧୋଇବା ସମୟରେ ଦୁଇ ଜଣ ଭାସି ଯାଇଛନ୍ତି । ମହାନଦୀ କୂଳରେ ଛାତ୍ରଙ୍କର ଜୋତା, ବ୍ୟାଗ ଓ ସ୍କୁଟି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.