Below header
Browsing Tag

student drowned

ବୋର୍ଡ ପରୀକ୍ଷା ପୂର୍ବରୁ ଯମୁନାରେ ବୁଡିଗଲା ୪ ଜୀବନ, ୩ ଉଦ୍ଧାର, ଜଣେ ନିଖୋଜ

ବୋର୍ଡ ପରୀକ୍ଷା ପୂର୍ବରୁ ଚାଲିଗଲା ଜୀବନ । ଯମୁନାରେ ଗତକାଲି ସନ୍ଧ୍ୟାରେ ୪ ସାଙ୍ଗ ହସଖୁସିରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ଆଉ ଚାଲିଗଲା ୪ ଜୀବନ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି । ଖବର ମୁତାବକ, ଦିଲ୍ଲୀର ବୁରାଡି ଥାନା…

ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ ଘଟଣା : ଏଯାଏଁ ମିଳିନି ପତ୍ତା

କଟକ (କେନ୍ୟୁଜ): ମହାନଦୀରେ ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କ ଏଯାଏଁ ପତ୍ତା ମିଳିନି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜିବାକୁ ଉଦ୍ୟମ ଜାରି ରହିଛି । କଟକ ନରାଜ ନିକଟ ମହାନଦୀରେ ଘଟିଛି ଏହି ଅଘଟଣ । ନିଖୋଜ ଦୁଇଜଣ ଷ୍ଟୁଆର୍ଟ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ…

ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଛାତ୍ର ମୃତ

କେନ୍ଦୁଝର(କେନ୍ୟୁଜ୍): ପାଣିରେ ବୁଡି ଛାତ୍ର ମୃତ । ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଛାଳ ଗାଁର ନିହାର ରଞ୍ଜନ । ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ନିହାର । ଅନେକ ସମୟ ଖୋଜାଖୋଜି କରି ଗାଁ ଲୋକ ନପାଇବାରୁ ଅଗ୍ନିଶମ ବାହିନୀକୁ…

ମହାନଦୀରୁ ଉଦ୍ଧାର ଦୁଇ ଛାତ୍ରଙ୍କ ମୃତଦେହ

କଟକରେ ମହାନଦୀରୁ ୨ଛାତ୍ରଙ୍କ ମୃତଦେହ ଉଦ୍ଧାର। ମୃତକମାନେ ଯାଜପୁର ଜିଲ୍ଲା ଜାରକାର କୌସ୍ତୁଭ ତ୍ରିପାଠୀ ଓ ତିର୍ତ୍ତୋଲର ପ୍ରତୀକ ପରିଡ଼ା। ଗତ ୧୩ ତାରିଖରେ କଟକରେ ମହାନଦୀରେ ଗାଧୋଇବାକୁ ଯାଇ ସେମାନେ ଆଉ ଫେରି ନଥିଲେ । ଏନେଇ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଥିଲା । ଆଜି ମହାନଦୀରୁ…