ମହାନଦୀରୁ ଉଦ୍ଧାର ଦୁଇ ଛାତ୍ରଙ୍କ ମୃତଦେହ

କଟକରେ ମହାନଦୀରୁ ୨ଛାତ୍ରଙ୍କ ମୃତଦେହ ଉଦ୍ଧାର। ମୃତକମାନେ ଯାଜପୁର ଜିଲ୍ଲା ଜାରକାର କୌସ୍ତୁଭ ତ୍ରିପାଠୀ ଓ ତିର୍ତ୍ତୋଲର ପ୍ରତୀକ ପରିଡ଼ା। ଗତ ୧୩ ତାରିଖରେ କଟକରେ ମହାନଦୀରେ ଗାଧୋଇବାକୁ ଯାଇ ସେମାନେ ଆଉ ଫେରି ନଥିଲେ । ଏନେଇ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଥିଲା । ଆଜି ମହାନଦୀରୁ ୨ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.