Below header

ପିପିଲି ଫ୍ଲାଏ ଓଭର ନିକଟରେ ମାଡି ବସିଲା STF: ୫ଟି ହରିଣ ଚମଡା ଓ ଗୋଟିଏ ବାଇକ୍‌ ଜବତ, ୨ ଗିରଫ

ପିପିଲି(କେନ୍ଯୁଜ୍): ଡିଲ୍‌ ବେଳେ ମାଡିବସିଲା STF । ପିପିଲି ଫ୍ଲାଏ ଓଭର ନିକଟରେ ମାଡି ବସିଲା STF । STF କବ୍‌ଜାରେ ହରିଣ ଚମଡା ଚୋରା ଚାଲାଣକାରୀ । ଦୁଇ ବେପାରୀ ଗିରଫ ହୋଇଛନ୍ତି।

ସେମାନଙ୍କ ନିକଟରୁ ୫ଟି ହରିଣ ଚମଡା ଓ ଗୋଟିଏ ବାଇକ୍‌ ଜବତ ହୋଇଛି। ଦୁଇ ଚୋରା ଚାଲାଣକାରୀ ହେଲେ ବଳଙ୍ଗା ଥାନା କେଟାକୀ ପାଟଣାର କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ଗୋପ ଥାନା ନେଟିଗଡ଼ା ଅଞ୍ଚଳର ସୁନୀଲ କୁମାର ପଲେଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.