Browsing Tag

smuggler arrested

STF ପଞ୍ଝାରେ ବାଘଛାଲ ତସ୍କର: ବିପୁଳ ପରିମାଣର ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା ଜବତ; ଜଣେ ଗିରଫ

STF ପଞ୍ଝାରେ ବାଘଛାଲ ତସ୍କର। ବାଘଛାଲ ତସ୍କରୀ ବେଳେ ଦେବଗଡ଼ରୁ ଜଣେ ଗିରଫ। ଏସ୍‌ଟିଏଫ୍‌ ଚଢ଼ଉ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ, ହାତୀ ଦାନ୍ତ ଓ ୧ କେଜି ୭୭୦ ଗ୍ରାମ୍‌ର ବଜ୍ରକାପ୍ତା ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ଥାନା ବରଘାଟ ଗାଁର ମଦନ ଜୟପୁରିଆ। ତିଳେଇବଣି ନିକଟ ୪୯…

ପିପିଲି ଫ୍ଲାଏ ଓଭର ନିକଟରେ ମାଡି ବସିଲା STF: ୫ଟି ହରିଣ ଚମଡା ଓ ଗୋଟିଏ ବାଇକ୍‌ ଜବତ, ୨ ଗିରଫ

ପିପିଲି(କେନ୍ଯୁଜ୍): ଡିଲ୍‌ ବେଳେ ମାଡିବସିଲା STF । ପିପିଲି ଫ୍ଲାଏ ଓଭର ନିକଟରେ ମାଡି ବସିଲା STF । STF କବ୍‌ଜାରେ ହରିଣ ଚମଡା ଚୋରା ଚାଲାଣକାରୀ । ଦୁଇ ବେପାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୫ଟି ହରିଣ ଚମଡା ଓ ଗୋଟିଏ ବାଇକ୍‌ ଜବତ ହୋଇଛି। ଦୁଇ ଚୋରା ଚାଲାଣକାରୀ ହେଲେ…

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ଆନନ୍ଦପୁର ଅବକାରୀ ବିଭାଗ, ଗୋଡାଇ ଗୋଡାଇ ଧରିଲେ ଅଭିଯୁକ୍ତଙ୍କୁ

କେନ୍ଦୁଝର: ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ଅବକାରୀ ବିଭାଗ। ଏଥିସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ହୋଇଛି। ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଟିମ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ…