ନୂଆପଡା: ନୂଆବର୍ଷରେ ଦୁଃଖ, ବିଦ୍ୟୁତ ତାର ଛିଡି ମା ଝିଅ ମୃତ

ନୂଆପଡା(କେନ୍ୟୁଜ୍): ନୂଆ ବର୍ଷରେ ଦୁଃଖର ଖବର । ନୂଆପଡା ଜିଲ୍ଲା ସିନାପାଲି ମଖା ପଦର ଗାଁରେ ବିଦ୍ୟୁତ ତାର ଛିଣ୍ଡି ଦୁଇ ଜଣଙ୍କ ଜୀବନ ଯାଇଛି । ମୃତକ ଦୁଇ ଜଣ ହେଲେ ମା ଓ ଝିଅ । ୧୧ କେଭି ତାର ଛିଣ୍ଡିବାରୁ ଉଭୟ ଆଖି ବୁଜିଛନ୍ତି । ଆଜି ଛାତ ଉପରେ କାମ କଲାବେଳେ ହଠାତ ବିଦ୍ୟୁତ ତାର ଛିଣ୍ଡି ସେମାନଙ୍କ ଉପରେ ପଡିଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.